ବଇଦ ଚାଉଳ ପଥି କରିବା Baida chāuḻa pathi karibā
- ଦେ. (ନ୍ୟାୟ ବାକ୍ୟ) — ଚିକିତ୍ସକଙ୍କୁ ପାରିଶ୍ରମିକ ଦେବା ପରି— ବର୍ତ୍ତରେ ତାଙ୍କରି ଧନରେ ରୋଗୀ ଆପଣା ଖାଦ୍ୟଦ୍ରବ୍ୟର ବ୍ୟୟ ଚଳାଇବା ନ୍ୟାୟ; ଯେଉଁ ଲୋକକୁ ଧନ ଦେବା ନ୍ୟାୟ— ସଙ୍ଗତ ତା ଠାରୁ ଧନ ନେବା ସ୍ଥଳରେ ଏ ନ୍ୟାୟ ବୋଲାଯାଏ — Like a patient being fed at the cost of the physician; (a saying applied to a person who takes money from one whom he should pay instead)