ବଇଦୁର୍ୟ୍ୟ Baidurj̄ya

  • ଗ୍ରା. ବି—(ସଂ. ବୈଦୂର୍ଯ୍ୟ) — ବୈଦୂର୍ଯ୍ୟ(ଦେଖ) — Bāi̱dūrj̄ya (See)
  • ଗ୍ରା. ବି—(ସଂ. ବୈଦୂର୍ଯ୍ୟ) — ସମୀପରେ ବଇଦୂର୍ଯ୍ୟ ଗିରିବରେ ଅଗସ୍ତ୍ୟ ମହଷି ଅଛନ୍ତି ନିରନ୍ତରେ। କୃଷ୍ଣସିଂହ. ମହାଭାରତ ବନ।