ବଇନା କରିବା Bainā karibā

  • ଦେ. କ୍ରି — କ୍ରୀତ ବସ୍ତୁ ପାଇଁ ମୂଲ୍ୟର କେତେକ ଅଂଶ ଆଗତୁରା ଦେବା — To make an advance; to advance the earnest money to the vendor
  • ଦେ. କ୍ରି — [ଦ୍ର—କୌଣସି ଦ୍ରବ୍ୟ କିଣିବାର କଥା କରି ବଇନା କଲେ ଖରିଦ ବିକ୍ରିର ଯବାବ ସ୍ଥିର ହେଲା ବୋଲି ବୁଝିବାକୁ ହୁଏ।]