ବଂଶିକା Baṁṡikā

  • ସଂ. ବିଣ. ସ୍ତ୍ରୀ. (ବଂଶିକ+ଆ) — ବଂଶିକର ସ୍ତ୍ରୀଲିଙ୍ଗ — The feminine of Baṁṡika
  • ସଂ. ବି — (ବଂଶ+କ+ସ୍ତ୍ରୀ. ଆ)—ବଂଶୀ — Flute; fife
  • ସଂ. ବି — ପିପ୍ପଳୀ (ହି. ଶ) — Long pepper
  • ସଂ. ବି — ଆଗୁରୁ କାଠ (ହି. ଶ) — Agallochum wood