ବଂଶାବଳି Baṁṡābaḻi

  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ଆବଳି) — କୃସିନାମା; ଯେଉଁ ଚିତ୍ରରେ ବା ତାଲିକାରେ ପୁରୁଷାନୁକ୍ରମେ ଜନ୍ମିଥିବା ବଂଶଧରମାନଙ୍କର ବିବରଣ ପ୍ରଦର୍ଶିତ ହୋଇ— ଥାଏ — A genealogical tree; pedigree of family line; genealogy