ବଂଶୀ କୁହା Baṁṡī kuhā

  • ଦେ. ବିଣ — ଯେ ବଂଶୀ ବଜାଏ — Blowing the flute
  • ଦେ. ବିଣ — ଯେ ବଂଶୀସ୍ୱନଦ୍ୱାରା ମନୋଗତଭାବ ଅନ୍ୟକୁ ଜଣାଏ — Expressing one's wishes through the flute
  • ଦେ. ବିଣ — ନାଟୁଆ ଚାଟ ବଂଶୀ କୁହାକୁ ଗୋ। କବିସୂର୍ଯ୍ୟ ସଙ୍ଗୀତ କଳ୍ପଲତା।