ବଂଶ ଲୋପ Baṁṡa lopa

  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ଲୋପ) — ବଂଶ କ୍ଷୟ (ଦେଖ) — Baṁṡa kshaya (See)
  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ଲୋପ) — ବଂଶଧରଙ୍କ ଅଭାବରୁ କୁଳର ଲୋପ — Extinction of a family or race (on account of the non-survival or death of all the members thereof)