ବଂଶ ମାରିବା Baṁṡa māribā

  • ଦେ. କ୍ରି — କୌଣସି ବଂଶର ସମସ୍ତ ବ୍ୟକ୍ତିଙ୍କୁ ବା ଜୀବଙ୍କୁ ନାଶ କରିବା — To destroy every member of a family or race
  • ଦେ. କ୍ରି — (ଯଥା—ଆମ ରାଇଜକୁ ସବାଖିଆ ଲୋକମାନେ ଆସି କିମ୍ଭୀରଙ୍କ ବଂଶ ମାରି ଦେଲେଣି।)
  • ଦେ. କ୍ରି — କୌଣସି ପଦାର୍ଥକୁ ନିର୍ମୂଳ ବା ସମ୍ପୂର୍ଣ୍ଣରୂପେ ଲୋପ କରିବା; ସମୂଳ ବିନାଶ କରିବା — To eradicate or destroy a thing or its species