ବଂଶ ଲତା Baṁṡa latā

  • ସଂ. ବି. (ଆଧୁନିକ ପ୍ରୟୋଗ; ରୂପକ; ବଂଶ+ଲତା) — ବଂଶାବଳୀ; କୃସିନାମା — Genealogy; pedigree
  • ସଂ. ବି. (ଆଧୁନିକ ପ୍ରୟୋଗ; ରୂପକ; ବଂଶ+ଲତା) — ରକ୍ତସମ୍ପର୍କ — Blood relation