ବଂଶ ଶର୍କରା Baṁṡa ṡarkarā

  • ସଂ. ବି. (ମ. ପ. ଲୋ; ବଂଶ+ଶର୍କରା) — ବାଉଁଶଗଛ ମଧ୍ୟରୁ ଜାତ ହେବା ଏକପ୍ରକାର ମିଷ୍ଟ ନିର୍ଯ୍ୟାସ — Manna of bamboo; a sweet juice exuded from bamboo