ଫେଡ଼ Pheṟḍ̠a

  • ଦେ. ବି. (ସଂ. ସ୍ଫୁଟ୍ ଧାତୁ କିମ୍ବା ଫେଟ୍ ଧାତୁ) — ମୋକ୍ଷଣ; ମୋଚନ; ଫେଡ଼ିବା — The act of releasing
  • ଦେ. ବି. (ସଂ. ସ୍ଫୁଟ୍ ଧାତୁ କିମ୍ବା ଫେଟ୍ ଧାତୁ) — ଦୂରୀକରଣ — Removal
  • ଦେ. ବି. (ସଂ. ସ୍ଫୁଟ୍ ଧାତୁ କିମ୍ବା ଫେଟ୍ ଧାତୁ) — ଏକ ଅଙ୍କରୁ ଅନ୍ୟ ଅଙ୍କର ବିୟୋଗ କରଣ; ବ୍ୟବକଳନ — The process of subtraction