ଫେରାଦି Pherādi
- ବୈଦେ. ବି. (ଆ. ଫରୀୟାଦ୍) — କୌଣସି ବ୍ୟକ୍ତି ବିରୋଧରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ନିକଟରେ ବା ଅଦାଲତରେ ଅଭିଯୋଗ; ଗୁହାରୀ — Complaint; filing of a charge of an offence against a person
- ବୈଦେ. ବି. (ଆ. ଫରୀୟାଦ୍) — (ଫା. ଫରୀୟାଦୀ) ଗୁହାରିଆ ବ୍ୟକ୍ତି; ମକଦମାରେ ବାଦୀ — Complainant or plaintiff
- ବିଣ—(ଫା. ଫରୀୟାଦୀ) — ଗୁହାରିଆ — Complaining
- ବିଣ—(ଫା. ଫରୀୟାଦୀ) — ଅଭିଯୋଗକାରୀ — Bringing a charge of an offence against a person
- ବିଣ—(ଫା. ଫରୀୟାଦୀ) — ଯେଉଁ ବିଷୟରେ ଅଭିଯୋଗ ଅଣାଯାଇ ଥାଏ — (the matter) Complained of