ଫେରାଇ ନେବା Pherāi nebā

  • ଦେ. କ୍ରି — ଦେଇଥିବା ପଦାର୍ଥକୁ ୱାପସ୍ ନେବା — To take back a thing given
  • ଦେ. କ୍ରି — ଯାଇଥିବା ବ୍ୟକ୍ତିକୁ ବାହୁଡ଼ାଇ ନେବା — To cause a person to go back