ଫେରାଇବା Pherāibā
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ଫେରିବା କ୍ରିୟାର ଣିଜନ୍ତ ରୂପ — The causative form of 'Pheribā')
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — ପ୍ରତ୍ୟାବର୍ତ୍ତିତ କରାଇବା; ବାହୁଡ଼ାଇବା — To cause to return
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ଯଥା—ମୁଁ ପୁରୀଠାରୁ ତାଙ୍କୁ ଫେରାଇଲି)
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ସଂ. ପରିବର୍ତ୍ତନ) ପରିବର୍ତ୍ତନ ନ କରିବା; ବଦଳାଇବା — To change
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ଯଥା— ସେ ଦୁଇ ଚାରି କଥା କହି ତାଙ୍କ ମନ ଫେରାଇ ଦେଲା।)
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ସଂ. ପ୍ରତ୍ୟର୍ପଣ) ପ୍ରତ୍ୟର୍ପଣ କରିବା; ଫେରସ୍ତ ଦେବା; ୱାପସ୍ ଦେବା — To give back; to return a thing
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ଯଥା—ସେ ମୋ ବେଭାର ଫେରାଇଲେ)
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — ବଦଳା ବଦଳି କରିବା; ବିନିମୟ କରିବା — To barter; to exchange
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ଯଥା—ସୁତାଲୁଗା ଫେରାଇ ମତେ ପାଟ ଲୁଗା ଦିଅ।)
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — ଇତସ୍ତତଃ ଚାଳନ କରିବା; ବୁଲାଇବା; ଇତସ୍ତତଃ ଗତି କରାଇବା — To cause to walk; to cause to move
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ଫେରାଇ ଦେବା—ଅନ୍ୟରୂପ)
- ଦେ. କ୍ରି. (ସଂ. ପ୍ରତ୍ୟାବର୍ତ୍ତନ; ପ୍ରେରଣ) — (ଯଥା—ସହିସ ସକାଳୁ ଘୋଡ଼ାକୁ ଫେରାଇବାକୁ ନେଇଛି)