ଫେରାର୍ Pherār

  • ବୈଦେ. ବି. (କଚିରିଆ) [ଫା. ଫିରାର୍] — ପଳାୟନ; ଲୁଚି ଲୁଚି ବୁଲିବା — Fleeing away; absconding running away
  • ବିଣ—କଚିରିଆ(ଫା. ଫିରାରୀ) — ପଳାୟିତ — Run away
  • ବିଣ—କଚିରିଆ(ଫା. ଫିରାରୀ) — ପଳାତକ — Fugitive; absconding,
  • ବିଣ—କଚିରିଆ(ଫା. ଫିରାରୀ) — ଯେଉଁ ରଇତ ଆପଣା ଜମି ଛାଡ଼ି ଦେଶତ୍ୟାଗ କରିଥାଏ — Absconding (tenant)