ଫେଣେଇବା Pheṇeibā

  • ଦେ. କ୍ରି. (ସଂ. ଫେନ ଶବ୍ଦରୁ ଫେନାୟ ଧାତୁ) — ତରଳ ପଦାର୍ଥକୁ ଫେଣ୍ଟିବା; ବିରିବଟାକୁ ଘାଣ୍ଟି ଫେନ ଯୁକ୍ତ କରାଇବା — To stir dough with fingers so as to make it foamy
  • ଦେ. କ୍ରି. (ସଂ. ଫେନ ଶବ୍ଦରୁ ଫେନାୟ ଧାତୁ) — ଫେନଯୁକ୍ତ ହେବା — To be frothy; to emit froth