ଫେଣ୍ଟିବା Pheṇṭibā

  • ଦେ. କ୍ରି — ଫେଣାଇବା (ଦେଖ) — Pheṇāibā (See)
  • ଦେ. କ୍ରି — (ସଂ. ପିଷ୍ଟ) ଏକ ପଦାର୍ଥ ସହିତ ଅନ୍ୟ ପଦାର୍ଥକୁ ସମ୍ୟକ୍ ରୂପେ ମିଶାଇବା — To mix up a thing with another
  • ଦେ. କ୍ରି — ତାସ ଆଦି ଗୋଳାଇବା — To intermingle (cards); to shuffle