ଫୁଲ ଠାର Phula ṭhāra

  • ଦେ. ବି — କେତେକ ଫୁଲର ନାମୋଚ୍ଚାରଣ ସାହାଯ୍ୟରେ କଥିତ ଏକପ୍ରକାର ଠାର ବା ସଙ୍କେତ—ଭାଷା — A cypher language expressed with the names of flowers beginning with certain letters
  • ଦେ. ବି — (ଦ୍ର:—କିଆ ଫୁଲ କହିଲେ 'କ' ଅକ୍ଷର, ଚମ୍ପା କହିଲେ 'ଚ' ଅକ୍ଷର, ଟଗର କହିଲେ 'ଟ' ଅକ୍ଷର, ତରାଟ=ତ, ପଦ୍ମ=ପ, ରଙ୍ଗଣିଫୁଲ=ର, ଇତ୍ୟାଦି ଉକ୍ତି ଠାରରୁ ବୁଝିବାକୁ ହୁଏ।)
  • ଦେ. ବି — ବାକ୍ୟସ୍ଥ ଅକ୍ଷରମାନଙ୍କ ମଧ୍ୟରେ 'ଫୁଲ' ଶବ୍ଦ ପ୍ରୟୋଗ କରି ବାକ୍ୟ ପ୍ରକାଶ କରିବାର ଏକପ୍ରକାର ଠାର — A cypher language used by uttering the word Phula between the letters of a word