ଫୁଲ ଜାଲି Phula jāli

  • ଦେ. ବି—(ସଂ. ଫୁଲ୍ଲ+ଜାଲ) — ଫୁଲର ଆକୃତିବିଶିଷ୍ଟ ତାରକସି କାମ ହୋଇଥିବା କାନର ଅଳଙ୍କାର— ବିଶେଷ — A flower-like ornament with filigree works for the ear