ଫୁଲ ଝାଡ଼ Phula jhāṟḍ̠a

  • ଦେ. ବି. (ସଂ. ଫୁଲ୍ଲ+ଫା. ଝାଡ଼) — ବୃକ୍ଷ ବା ଦୀପବୃକ୍ଷ ଆକାରରେ ସଜ୍ଜିତ କୃତ୍ରିମ ପୁଷ୍ପଗୁଚ୍ଛ — Artificial flowers made to resemble a tree or lampstand
  • ଦେ. ବି. (ସଂ. ଫୁଲ୍ଲ+ଫା. ଝାଡ଼) — କାଣ୍ଡଶର 1 (ଦେଖ) — କାଣ୍ଡଶର1(ଦେଖ)— . Kāṇḍaṡara 1 (See)