ଫୁଲ ତୋଳା Phula toḻā

  • ଦେ. ବି—(ସଂ. ଫୁଲ୍ଲ+ତୋଳନ) — ଫୁଲ ତୋଳିବା କାର୍ଯ୍ୟ; ପୁଷ୍ପଚୟନ — The act of plucking flowers
  • ଦେ. ବି—(ସଂ. ଫୁଲ୍ଲ+ତୋଳନ) — ଏହି ନାମଯୁକ୍ତ ଏକ ପ୍ରାଚୀନ ଓଡ଼ିଆ ଗୀତମାଳା — A metrical composition of this name by Baḻarāma Das
  • ଦେ. ବି—(ସଂ. ଫୁଲ୍ଲ+ତୋଳନ) — [ଦ୍ର—ଗୋପୀମାନେ କୃଷ୍ଣଙ୍କୁ ଫୁଲଦ୍ୱାରା ମଣ୍ଡିତ କରିବା ନିମିତ୍ତ ଫୁଲ ତୋଳୁଥିବା ବେଳେ ବୋଲିଥିବାର କଳ୍ପିତ ଗୀତ। ଏଥିର ରଚୟିତା ବଳରାମଦାସ।]