ଫୁଲ ଦୋଳ Phula doḻa

  • ଦେ. ବି. (ସଂ. ଫୁଲ୍ଲ+ଦୋଳନ) — ଚୈତ୍ର ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ଶ୍ରୀକୃଷ୍ଣଙ୍କର ପୁଷ୍ପଦୋଳ ଉତ୍ସବ — The festival of the swinging of the image of Ṡrīkṛushṇa during Chai̱tra fullmoon
  • ଦେ. ବି. (ସଂ. ଫୁଲ୍ଲ+ଦୋଳନ) — [ଦ୍ର—ଏହା ଚୈତ୍ର ଶୁକ୍ଳ ଏକାଦଶୀଠାରୁ ଚୈତ୍ର ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ।]