ଫୁଲ ନାଡ଼ Phula nāṟḍ̠a

  • ଦେ. ବି — ଫୁଲର ଡେମ୍ଫ — The stem to which a flower is attached
  • ଦେ. ବି — ଶିଶୁଜନ୍ମ ପରେ ମାତୃ ଗର୍ଭରୁ ନିଃସୃତ ହେବା ଫୁଲ ଓ ଶିଶୁର ନାଭି ସଂଲଗ୍ନ ନାଡ଼ୀ — The placenta and the cord attached to it