ଫୁଲ ପଙ୍ଖା Phula paṅkhā

  • ଦେ. ବି. (ସଂ. ଫୁଲ୍ଲ+ପକ୍ଷ) — ଉପରେ ଫୁଲର ଚିତ୍ରଥିବା ବା ଫୁଲ ଖଞ୍ଜାଯାଇ ଥିବା ପଙ୍ଖା ବା ବ୍ୟଜନ — A fan with floral designs or flowers strung thereon
  • ଦେ. ବି. (ସଂ. ଫୁଲ୍ଲ+ପକ୍ଷ) — ଫୁଲ ପଙ୍ଖା ଫୁଲ ଆଲଟ ଚାମର ଫୁରୁଣାରେ ଧରି ନରେ। ଦୀନକୃଷ୍ଣ, ଜଗମୋହନ।