ଫଳତ୍ରୟ Phaḻatraya

  • ସଂ. ବି — (ବୈଦ୍ୟକ) ତ୍ରିଫଳା; ହରିଡ଼ା. ବାହାଡ଼ା ଅଅଁଳା — 1. The three myrobalans
  • ସଂ. ବି — (ବୈଦ୍ୟକ) ଶୁଣ୍ଠି, ପିପ୍ପଳୀ ଓ ଗୋଲ ମରିଚ — Dry ginger, blackpepper and long pepper