ଫଳତଃ Phaḻataḥ

  • ସଂ. କ୍ରି. ବିଣ (ଫଳ+ତସ୍) — ଫଳରେ; ବସ୍ତୁତଃ; କାର୍ଯ୍ୟତଃ — In effect; in reality
  • ସଂ. କ୍ରି. ବିଣ (ଫଳ+ତସ୍) — ଶେଷରେ — In the end; ultimately
  • ସଂ. କ୍ରି. ବିଣ (ଫଳ+ତସ୍) — ପ୍ରକୃତରେ — Virtually; indeed