ଫଳନ Phaḻana

  • ସଂ. ବି (ଫଳ୍ ଧାତୁ+ଭାବ, ଅନ) — ଫଳିବା; ଫଳୋତ୍ପାଦନ — Proudction; yield
  • ସଂ. ବି (ଫଳ୍ ଧାତୁ+ଭାବ, ଅନ) — ପ୍ରସବନ — Giving birth to
  • ସଂ. ବି (ଫଳ୍ ଧାତୁ+ଭାବ, ଅନ) — ପାଣି ଅଅଁଳା — Fracourtia Cataphracta