ଫଳ ଶ୍ରୁତି Phaḻa ṡruti

  • ସଂ. ବି. ( 6 ଷ୍ଠୀ ତତ୍; ଫଳ+ଶ୍ରୁତି) — ନିଜକୃତ କର୍ମରେ ଫଳ ଶ୍ରବଣ କରିବା — Heaing the result of one's action
  • ସଂ. ବି. ( 6 ଷ୍ଠୀ ତତ୍; ଫଳ+ଶ୍ରୁତି) — ଶାସ୍ତ୍ରପାଠ ଓ ଧର୍ମକାର୍ଯ୍ୟାଦି କଲେ କି ଫଳଲାଭ ହୁଏ ଏହାର ଉଲ୍ଲେଖ — Statement of the advantages to be gained by doing a meritorious act