ଫନ୍ଦଲ୍ Phanel

  • ବୈଦେ. ବି. (ଇଂ. ଫନ୍ନେଲ୍) — ସରୁମୁହାଁ ବୋତଲରେ ତେଲ ଆଦି ପୂରାଇବାପାଇଁ ବ୍ୟବହୃତ ଟିଣ କାହାଳୀ; ଚୋଙ୍ଗା (ଏହାର ଉପର ମୁହଁ ଫରଚା ଓ ତଳମୁହଁ କ୍ରମସୂକ୍ଷ୍ମ ହୋଇ ସରୁ ହୋଇଥାଏ) — Funnel for pouring oil into bottle