ଫନ୍ଦ ଫିକର Phanda Phikara

  • ବୈଦେ. ବି. (ଆ. ଫନ୍ଦି+ଫିକିର୍) — କୂଟ କୌଶଳ — Artifice; stratagem
  • ବୈଦେ. ବି. (ଆ. ଫନ୍ଦି+ଫିକିର୍) — ଉପାୟ — Means
  • ବୈଦେ. ବି. (ଆ. ଫନ୍ଦି+ଫିକିର୍) — ଜୀବିକା ନିର୍ବାହର ଉପାୟ; ବୃତ୍ତି — Means of living, livelihood