ଫନୋଗ୍ରାଫ୍ Phanogrāph

  • ବୈଦେ. ବି. (ଇଂ. ଫୋନୋଗ୍ରାଫ୍) — କୌଣସି ଗାୟକର ଗୀତକୁ ଅବିକଳ ଉତ୍ପାଦନ କରିବା ସଙ୍ଗୀତ ଯନ୍ତ୍ର; ଗ୍ରାମୋଫୋନ୍ — Gramophone; phonograph
  • ବୈଦେ. ବି. (ଇଂ. ଫୋନୋଗ୍ରାଫ୍) — [ଦ୍ର— ଏ କଳରେ ଚାବି ଦେଲେ ମନୁଷ୍ୟ କଣ୍ଠରୁ ବୋଲାଯିବା ସଙ୍ଗୀତ ପରି ଏ ଯନ୍ତ୍ରରୁ ଶବ୍ଦ ବାହାରେ ।]