ଫନ୍ଦାଇବା Phandāibā

  • ଦେ. କ୍ରି. — ସଂଯୁକ୍ତ କରିବା — To join together
  • ଦେ. କ୍ରି. — ନିୟୋଜିତ କରିବା — 1. To engage
  • ଦେ. କ୍ରି. — ଫାନ୍ଦି କରି କଥା କହିବା; କଥାକୁ ଯୋଡ଼ିଯାଡ଼ିକରି ବିଶ୍ୱାସଯୋଗ୍ୟ କରି କହିବା — To speak a matter in such a manner that it will be believed or it will seem probable
  • ଦେ. କ୍ରି. — ମଙ୍ଗାଇବା — To make one agree to
  • ଦେ. କ୍ରି. — ଫେଇ ଦିଅନ୍ତି କଣ୍ଠୁ ଏ ମଣି ହାର ଫନ୍ଦାଇ ପାରିବ କି କବି ମିହିର । କବିସୂର୍ଯ୍ୟ, ରତ୍ନାକର ଚମ୍ପୂ ।
  • ଦେ. କ୍ରି. — ଭୁଲାଇବା — To inveigle
  • ଦେ. କ୍ରି. — ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା । କବିସୂର୍ଯ୍ୟ, କିଶୋରୀଚମ୍ପୁ. ଫ. ଗୀତ ।