ପୟୋବାହ Payobāha

  • ସଂ. ବି. (ପୟସ୍+ ବହ୍ ଧାତୁ+ କର୍ତ୍ତୃ. ଅ) — ମେଘ — Cloud
  • ସଂ. ବି. (ପୟସ୍+ ବହ୍ ଧାତୁ+ କର୍ତ୍ତୃ. ଅ) — ମୁଥା — Bulbous grass-root