ପୟୋଦ Payoda

  • ସଂ. ବି. (ପୟଃ+ଦା ଧାତୁ+କର୍ତ୍ତୃ. ଅ) — ମେଘ — Cloud
  • ସଂ. ବି. (ପୟଃ+ଦା ଧାତୁ+କର୍ତ୍ତୃ. ଅ) — ମୁଥା — Bulbous grass-root