ପୟୋମୁକ୍ Payomuk

  • ସଂ. ବି. (ପୟସ୍+ମୁଚ୍ ଧାତୁ= ତ୍ୟାଗ କରିବା+ କର୍ତ୍ତୃ. କ୍ୱିପ୍; ପୟୋମୁଚ୍; 1 ମା 1 ବ) — ମେଘ — Cloud
  • ସଂ. ବି. (ପୟସ୍+ମୁଚ୍ ଧାତୁ= ତ୍ୟାଗ କରିବା+ କର୍ତ୍ତୃ. କ୍ୱିପ୍; ପୟୋମୁଚ୍; 1 ମା 1 ବ) — ମୁଥା (ହି. ଶବ୍ଦସାଗର) — Bulbous grass root