ପୟୋମୁଖ Payomukha

  • ସଂ. ବିଣ. (ବହୁବ୍ରୀହି; ପୟଃ+ ମୁଖ) — ଯେଉଁ ପାତ୍ରରେ ମୁହଁପାଖରେ କେବଳ ଦୁଧ ଥାଏ (ଅବଶିଷ୍ଟାଂଶ ଅସାର ପଦାର୍ଥରେ ପୂର୍ଣ୍ଣହୋଇଥାଏ) — (a pot) With milk at the mouth only
  • ସଂ. ବିଣ. (ବହୁବ୍ରୀହି; ପୟଃ+ ମୁଖ) — ଦୁଗ୍ଧପୋଷ୍ୟ (ଶିଶୁ); ସ୍ତନନ୍ଧୟ (ହି. ଶ.) — Sucking (child); subsisting on milk