ପ୍ରୟାସ Prayāsa
- ସଂ. ବି. (ପ୍ର+ଯସ୍ ଧାତୁ=ଯତ୍ନ କରିବା+ଭାବ. ଅ) — ଯତ୍ନ — Care
- ସଂ. ବି. (ପ୍ର+ଯସ୍ ଧାତୁ=ଯତ୍ନ କରିବା+ଭାବ. ଅ) — ଅଭିଳାଷ; ଇଚ୍ଛା — Desire; inclination
- ସଂ. ବି. (ପ୍ର+ଯସ୍ ଧାତୁ=ଯତ୍ନ କରିବା+ଭାବ. ଅ) — ଚେଷ୍ଟା — Effort
- ସଂ. ବି. (ପ୍ର+ଯସ୍ ଧାତୁ=ଯତ୍ନ କରିବା+ଭାବ. ଅ) — ଶ୍ରମ; କ୍ଳେଶ; ଆୟାସ — Trouble; labour; exertion
- ସଂ. ବି. (ପ୍ର+ଯସ୍ ଧାତୁ=ଯତ୍ନ କରିବା+ଭାବ. ଅ) — କ୍ଳମ; କ୍ଳାନ୍ତି — Fatigue
- ସଂ. ବି. (ପ୍ର+ଯସ୍ ଧାତୁ=ଯତ୍ନ କରିବା+ଭାବ. ଅ) — କଷ୍ଟ — Difficulty (Apte)