ପ୍ରୟୋଗତଃ Prayogataḥ

  • ସଂ. କ୍ରି. ବିଣ—(ପ୍ରୟୋଗ+ତସ୍) — ପ୍ରୟୋଗ ଅନୁସାରେ — According to use
  • ସଂ. କ୍ରି. ବିଣ—(ପ୍ରୟୋଗ+ତସ୍) — ଫଳରେ; କାର୍ଯ୍ୟତଃ — Actually; in fact
  • ସଂ. କ୍ରି. ବିଣ—(ପ୍ରୟୋଗ+ତସ୍) — ଅନୁସାରେ — According to (Apte)
  • ସଂ. କ୍ରି. ବିଣ—(ପ୍ରୟୋଗ+ତସ୍) — ବ୍ୟବହାରତଃ — In practice; practically