ପ୍ରୟାତ Prayāta

  • ସଂ. ବିଣ. ପୁଂ. (ପ୍ର+ଯା ଧାତୁ+କର୍ତ୍ତୃ. ତ) — ପ୍ରସ୍ଥିତ; ଗତ — Gone forth
  • ସଂ. ବିଣ. ପୁଂ. (ପ୍ର+ଯା ଧାତୁ+କର୍ତ୍ତୃ. ତ) — ମୃତ — Dead
  • ସଂ. ବିଣ. ପୁଂ. (ପ୍ର+ଯା ଧାତୁ+କର୍ତ୍ତୃ. ତ) — ସୁପ୍ତ (ହି. ଶ.) — Asleep
  • ସଂ. ବି — ଅତଡ଼ି; ଭୃଗୁ — Precipice (Apte)
  • ସଂ. ବି — (+ଭାବ. ତ) ଦେଶ ଆକ୍ରମଣ — invasion (Apte)