ପ୍ରୀତି Prīti

  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — ଆନନ୍ଦ; ତୃପ୍ତି; ଇଷ୍ଟ ବସ୍ତୁ ପାଇବା ବା ଦେଖିବାଜନିତ ସୁଖ — Joy; gladness; happiness
  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — ସନ୍ତୋଷ — Satisfaction; contentment
  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — ସୁଖ — Happiness
  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — ପ୍ରେମ; ପ୍ରଣୟ — Love
  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — ଅନୁରାଗ; ସ୍ନେହ — Affection
  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — କାମଦେବଙ୍କର ପତ୍ନୀବିଶେଷ — One of the wives of God Cupid
  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — [ଦ୍ର—ଏ ଜନ୍ମାନ୍ତରରେ ଅନଙ୍ଗବତୀ ନାମ୍ନୀ ବେଶ୍ୟା ଥିଲେ ଏବଂ ବିଭୁତି ଦ୍ୱାଦଶ ବ୍ରତ କରି ପରଜନ୍ମରେ କାମଦେବଙ୍କ ପତ୍ନୀ ହେଲେ—ହି. ଶ]
  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — (ଜ୍ୟୋତିଷ) ବିଷ୍ଣୁମ୍ଭାଦି 27 ଯୋଗ ମଧ୍ୟରୁ ଦ୍ୱିତୀୟ ଯୋଗ — (ଜ୍ୟୋତିଷ) ବିଷ୍ଣୁମ୍ଭାଦି2ଯୋଗ ମଧ୍ୟରୁ ଦ୍ୱିତୀୟ ଯୋଗ— . (astronomy) One of the 2 astronomical conjunctions
  • ସଂ. ବି—(ପ୍ରୀ ଧାତୁ+ଭାବ. ତି) — [ଦ୍ର—ଏହା ଏକ ଶୁଭକର ଯୋଗ; ଏଥିରେ ଜନ୍ମ ହେବା ବ୍ୟକ୍ତି ନୀରୋଗ, ସୁଖୀ, ବିଦ୍ୱାନ ଓ ଧନୀ ହୁଏ—ହି. ଶ।]
  • ଦେ. ବି — ପରପୁରୁଷ ଓ ପରସ୍ତ୍ରୀ ମଧ୍ୟରେ ଗୁପ୍ତ ପ୍ରେମ — Secret love between a male and a female who are not married to each other