ପ୍ରୀତ Prīta

  • ସଂ. ବିଣ. ପୁଂ.—(ପ୍ରୀ ଧାତୁ+କର୍ତ୍ତୃ. ତ) — ଆନନ୍ଦିତ; ଆହ୍ଲାଦିତ — Pleased; glad
  • ସଂ. ବିଣ. ପୁଂ.—(ପ୍ରୀ ଧାତୁ+କର୍ତ୍ତୃ. ତ) — ସୁଖୀ — Happy
  • ସଂ. ବିଣ. ପୁଂ.—(ପ୍ରୀ ଧାତୁ+କର୍ତ୍ତୃ. ତ) — ସନ୍ତୁଷ୍ଟ; ତୃପ୍ତ — Satisfied
  • ସଂ. ବିଣ. ପୁଂ.—(ପ୍ରୀ ଧାତୁ+କର୍ତ୍ତୃ. ତ) — ପ୍ରିୟ — Deer; beloved
  • ସଂ. ବିଣ. ପୁଂ.—(ପ୍ରୀ ଧାତୁ+କର୍ତ୍ତୃ. ତ) — ପ୍ରୀତିଯୁକ୍ତ; ସ୍ନେହଯୁକ୍ତ — Loving; affectionate