ପ୍ରୀତି କଉଶଳା Prīti kauṡaḻā

  • ଗ୍ରା. (ପଦ୍ୟ) ବିଣ. (ସଂ. ପ୍ରୀତି ଓ କୁଶଳା) — ପ୍ରୀତିରେ କୁଶଳା ବା ଚତୁରୀ; ପ୍ରୀତିନିପୁଣା; ଅତ୍ୟନ୍ତ ପ୍ରୀତିଶୀଳା — Expert in loving; very loving (woman)
  • ଗ୍ରା. (ପଦ୍ୟ) ବିଣ. (ସଂ. ପ୍ରୀତି ଓ କୁଶଳା) — ରାଜସୂତା ପ୍ରୀତି କଉଶଳାକୁ ଚିଟାଉ—ଭଞ୍ଜ. ପ୍ରେମସୁଧାନିଧି।