ପ୍ରୀ Prī
- ସଂ. ବି—(ପ୍ରୀ ଧାତୁ+ଭାବ. କ୍ୱିପ୍) — ପ୍ରୀତି; ପ୍ରେମ (ହି. ଶ.) — Love; attachment
- ସଂ. ବି—(ପ୍ରୀ ଧାତୁ+ଭାବ. କ୍ୱିପ୍) — କାନ୍ତି; ଔଜ୍ଜ୍ୱଲ୍ୟ (ହି. ଶ.) — Lustre; radiance
- ସଂ. ବି—(ପ୍ରୀ ଧାତୁ+ଭାବ. କ୍ୱିପ୍) — ଇଚ୍ଛା (ହି. ଶ) — Desire; wish
- ସଂ. ବି—(ପ୍ରୀ ଧାତୁ+ଭାବ. କ୍ୱିପ୍) — ତୃପ୍ତି; ସନ୍ତୋଷ (ହି. ଶ) — Satisfaction; contentment
- ସଂ. ବି—(ପ୍ରୀ ଧାତୁ+ଭାବ. କ୍ୱିପ୍) — ତର୍ପଣ (ହି. ଶ) — Gratification; oblation of water to the manes of one's deceased ancestors