ପ୍ରାଚୀର Prāchīra
- ସଂ. ବି. (ପ୍ର+ଆ+ଚୀ ଧାତୁ=ଏକତ୍ର କରିବା; ଆବରଣ କରିବା+କର୍ମ. ର) — ନଗର ଓ ଦୁର୍ଗ ଆଦିର ପାଚିରି; ପ୍ରାନ୍ତସ୍ଥ ବେଷ୍ଟନ — Rampart
- ସଂ. ବି. (ପ୍ର+ଆ+ଚୀ ଧାତୁ=ଏକତ୍ର କରିବା; ଆବରଣ କରିବା+କର୍ମ. ର) — ଛଡ଼ଦେବାଲି — Compound wall
- ସଂ. ବି. (ପ୍ର+ଆ+ଚୀ ଧାତୁ=ଏକତ୍ର କରିବା; ଆବରଣ କରିବା+କର୍ମ. ର) — ଘେରବନ୍ଦି; ବାଡ଼ — An enclosure; hedge; fencing