ପ୍ରାଚୀନାବୀତୀ Prāchīnābītī

  • ସଂ. ବିଣ. ପୁଂ. (ପ୍ରାଚୀନାବୀତ+ଅଛି ଅର୍ଥରେ ଇନ୍; 1 ମା. 1 ବ.) — ଶ୍ରାଦ୍ଧାଦି କାଳରେ ଦକ୍ଷିଣ ସ୍କନ୍ଧରେ ଯଜ୍ଞସୂତ୍ର ପିନ୍ଧିଥିବା (ବ୍ୟକ୍ତି); ସବ୍ୟ — (a person) Wearing the sacred thread on the right shoulder