ପ୍ରାଜନ Prājana

  • ସଂ. ବି. (ପ୍ର+ଅଜ୍ ଧାତୁ ଣିଚ୍+କରଣ. ଅନ) — ପଶୁଚାଳନ ଦଣ୍ଡ; ପାଞ୍ଚଣ ବାଡ଼ି — A goad; a driving rod
  • ସଂ. ବି. (ପ୍ର+ଅଜ୍ ଧାତୁ ଣିଚ୍+କରଣ. ଅନ) — (+ଭାବ. ଅନ) ଅଡ଼ାଇବା; ଚାଳନ — Driving