ପ୍ରାଜ୍ଞ Prājn̄a

  • ସଂ. ବି. ପୁଂ. (ପ୍ର+ଆ+ଜ୍ଞା ଧାତୁ+ଅ, ବା ପ୍ରଜ୍ଞା+ଅ) — ଜ୍ଞାନୀ; ସୁପଣ୍ତିତ; ବିଜ୍ଞ — Wise; learned
  • ସଂ. ବି. ପୁଂ. (ପ୍ର+ଆ+ଜ୍ଞା ଧାତୁ+ଅ, ବା ପ୍ରଜ୍ଞା+ଅ) — ଦକ୍ଷ; ନିପୁଣ; ଚତୁର — Clever; skilful
  • ସଂ. ବି. ପୁଂ. (ପ୍ର+ଆ+ଜ୍ଞା ଧାତୁ+ଅ, ବା ପ୍ରଜ୍ଞା+ଅ) — (ପ୍ର+ଅଜ୍ଞ) ମୂର୍ଖ; ନିର୍ବୁଦ୍ଧି (ହି. ଶ.) — Illiterate; stupid
  • ସଂ. ବି — ପଣ୍ଡିତବ୍ୟକ୍ତି — A learned man
  • ସଂ. ବି — ଜୀବାତ୍ମା (ହି. ଶବ୍ଦସାଗର) — The living soul
  • ସଂ. ବି — କଳ୍କିଦେବଙ୍କ ବଡ଼ ଭାଇ — Name of the elder brother of Kaḻkideba