ପ୍ରାଚୀନା Prāchīnā

  • ସଂ. ବିଣ. ସ୍ତ୍ରୀ. (ପ୍ରାଚୀନ+ଆ) — ପ୍ରାଚୀନର ସ୍ତ୍ରୀଲିଙ୍ଗ — Feminine of prāchīna
  • ସଂ. ବି. — ପାଠା (ଦେଖ) (ହି. ଶବ୍ଦସାଗର) — Pāṭhā (See)
  • ସଂ. ବି. — ରାସ୍ନା (ଦେଖ) (ହି. ଶ.) — Rāsnā (See)