ପ୍ରହୃତ Prahṛuta
- ସଂ. ବିଣ. (ପ୍ର+ ହୃ ଧାତୁ+ କର୍ମ. ତ) — ଆହତ; ଆଘାତପ୍ରାପ୍ତ — Struck; beaten; wounded
- ସଂ. ବିଣ. (ପ୍ର+ ହୃ ଧାତୁ+ କର୍ମ. ତ) — ନିଗୃହୀତ — Oppressed
- ସଂ. ବିଣ. (ପ୍ର+ ହୃ ଧାତୁ+ କର୍ମ. ତ) — ନିକ୍ଷିପ୍ତ (ହି. ଶ.) — Thrown
- ସଂ. ବିଣ. (ପ୍ର+ ହୃ ଧାତୁ+ କର୍ମ. ତ) — ବିସ୍ତାରିତ (ହି. ଶ.) — Spread out
- ସଂ. ବି. (+ ଭାବ. ତ) — ପ୍ରହାର — Striking