ପ୍ରହୀନ Prahīna

  • ସଂ. ବିଣ. (ପ୍ର+ ହା ଧାତୁ+ କର୍ମ. ତ) — ବିହୀନ — Deprived of
  • ସଂ. ବିଣ. (ପ୍ର+ ହା ଧାତୁ+ କର୍ମ. ତ) — ବିଚ୍ୟୁତ — Surrendered; separated from
  • ସଂ. ବିଣ. (ପ୍ର+ ହା ଧାତୁ+ କର୍ମ. ତ) — ପରିତ୍ୟକ୍ତ — Abandoned